CMOରୁ ଫାଇଲ୍‌ ଗାଏବ ଘଟଣା: ୨ ଜଣଙ୍କୁ କମିଶନରେଟ୍‌ ପୋଲିସର ସମନ୍‌

୩ ଦିନ ଭିତରେ ହାଜର ହେବାକୁ ସମନ୍‌

ଭୁବନେଶ୍ୱର, ୧୫/୦୭: CMOରୁ ଫାଇଲ୍‌ ଗାଏବ ଘଟଣାରେ ୨ ଜଣଙ୍କୁ ସମନ୍ କରିଛି କମିଶନରେଟ୍‌ ପୋଲିସ। IAS ରାଜେଶ ବର୍ମା ଓ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ସମନ୍‌ ଜାରି କରାଯାଇଛି।ଦୁଇଟି କମିଶନ ତଦନ୍ତ ଫାଇଲ୍‌ ନ ମିଳିବା ଘଟଣାରେ ତନାଘନା କରୁଛି ପୋଲିସ। ୩ ଦିନ ଭିତରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ସମନ୍‌ ଜାରି।