ରେଳ ଯାତ୍ରୀଙ୍କ ପାଇଁ ବିଶେଷ ସୂଚନା

ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସ୍ ବାତିଲ୍

ଭୁବନେଶ୍ୱର, ୯/୯: ଲିଙ୍କ୍ ରେକ୍ ବିଳମ୍ବରେ ଚାଲିବା ଯୋଗୁଁ, BBS-ROU-BBS ଏକ୍ସପ୍ରେସ୍ ଉଭୟ ଦିଗରେ ବାତିଲ ରହିବ।

ଟ୍ରେନ୍ ନମ୍ବର 22840/22839 ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସ୍ 10.09.2025 ରେ ବାତିଲ୍ ରହିବ।

ଯାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି ଯେ ଦୟାକରି ଏହି ବାତିଲ୍ ବିଷୟରେ ଧ୍ୟାନ ଦିଅନ୍ତୁ ଏବଂ ସେହି ଅନୁସାରେ ଯାତ୍ରା ଯୋଜନା କରନ୍ତୁ।