ଓପିଏସସି ୨୦୨୩ ପରୀକ୍ଷାଫଳ ପ୍ରକାଶିତ

ପ୍ରିୟାଂଶୁ ପାଲ୍ ଟପ୍ପର

କଟକ, ୨୬/୯: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ (OCS) ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ପ୍ରିୟାଂଶୁ ପାଲ ଶୀର୍ଷ ସ୍ଥାନ ଦଖଲ କରିଥିବା ବେଳେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଜଣେ ମହିଳା ପରୀକ୍ଷାର୍ଥୀ ଅଛନ୍ତି।

ମେରିଟ୍ ଲିଷ୍ଟରେ ଶ୍ରେଷ୍ଠ ଦଶ ସ୍ଥାନ ଅଧିକାରକାରୀମାନେ ହେଉଛନ୍ତି:

ପ୍ରିୟାଂଶୁ ପାଲ

ଅନନ୍ୟା ମିଶ୍ର

ସୋଭନ ପଟ୍ଟନାୟକ

ମିର୍ଜା ଫୈଜ ଅହମ୍ମଦ କ୍ୱାଦ୍ରି

ଚିନ୍ମୟ ସାହୁ

ଅନ୍ତିମ ସ୍ୱାଇନ

ଶୈଳେଶ କୁମାର ଭୋଇ

ମହମ୍ମଦ ନାଜିଫ ହାତିଫ

ଚିନ୍ମୟ କୁମାର ପାଢି

ମିଲନ ମହାପାତ୍ର