ଭୁବନେଶ୍ଵର, ୧୭/୧୦: ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର୍ ପ୍ରଚାରକ ଘୋଷଣା। ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ। ପ୍ରଚାର କରିବେ ଅଜୟ ଲଲ୍ଲୁ, ଭକ୍ତ ଦାସ, ରାମଚନ୍ଦ୍ର କାଡ଼ାମ୍। ଭୁପେଶ ବଘେଲ, ସଚିନ୍ ପାଇଲଟ୍, ରେବନ୍ତ ରେଡ୍ଡୀ ପ୍ରଚାର କରିବେ। କହ୍ନେୟା କୁମାର, ଅଲକା ଲାମ୍ବା, ନିରଞ୍ଜନ ପଟ୍ଟନାୟକ ପ୍ରଚାର କରିବେ। ନରସିଂହ ମିଶ୍ର, ତାରା ବାହିନୀପତି, ମନୋଜ ମିଶ୍ରଙ୍କୁ ବି ପ୍ରଚାର ଦାୟିତ୍ବ ଦିଆଯାଇଛି।
