ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ ୧୬ଟି ଅଭିଯୋଗରୁ ୩ଟି ସ୍ପଷ୍ଟ By Darshana On May 22, 2026 33 0 ଭୁବନେଶ୍ୱର, ୨୨/୦୫: ରାଜ୍ୟରେ ଅଂଶୁଘାତ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଡେପୁଟି SRC ପଦ୍ମନାଭ ବେହେରା। ବଲାଙ୍ଗିର, ସୁନ୍ଦରଗଡ ଓ ସୁବର୍ଣ୍ଣପୁରରେ ଜଣେ ଲେଖାଏଁ ମୃତ୍ୟୁ ହୋଇଛି। ୧୬ଟି ଅଭିଯୋଗରୁ ୩ଟି ଅଂଶୁଘାତଜନିତ ମୃତ୍ୟୁ ବୋଲି ସ୍ପଷ୍ଟ ହୋଇଛି। 0 33 Share