ଅର୍ଚ୍ଚନାଙ୍କୁ ଜେଲରେ ଜେରା ପାଇଁ କୋର୍ଟରେ ଆବେଦନ କଲା ଇଡି

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ପୁଣିଥରେ ପଚରାଉଚୁରା କରିବା ପାଇଁ ଇଡି ଯୋଜନା କରିଛି | ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ପୁଣି ପଚରାଉଚରା ପାଇଁ ଇଡ଼ି ଯୋଜନା କରିଛି | ଏକାଧିକ ବ୍ୟକ୍ତିବିଶେଷଙ୍କ ବୟାନ ରେକର୍ଡ ପରେ, ଉଭୟଙ୍କୁ ପଚରାଉଚରା ପାଇଁ ଯୋଜନା କରିଛି ଇଡ଼ି ଇ ଅର୍ଚ୍ଚନା ସାମ୍ରାଜ୍ୟରୁ କଳା ଟଙ୍କାର ସୁରାକ ପାଇବା ପରେ ଇଡି ତନାଘନା ଆରମ୍ଭ କରିଥିବାବେଳେ ଉଭୟଙ୍କୁ ଜେଲରେ ଜେରା ପାଇଁ କୋର୍ଟରେ ଇଡି ଆବେଦନ କରିଛି I