ବିଜେଡି ସାଂସ୍କୃତିକ ସମନ୍ୱୟ ମୋର୍ଚ୍ଚାରେ ନୂତନ ନିଯୁକ୍ତି

ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ମୋର୍ଚ୍ଚାର ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯାଇଛି।

ଅମର ପଟ୍ଟନାୟକ ମୁଖ୍ୟ ପରାମର୍ଶଦାତା

ଭୁବନେଶ୍ବର, ୧୧/୦୧/୨୪: ବିଜୁ ଜନତା ଦଳର ନିମ୍ନଲିଖିତ ନେତାମାନଙ୍କୁ ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ମୋର୍ଚ୍ଚାର ବିଭିନ୍ନ ପଦବୀରେ ଆଜି ନିଯୁକ୍ତ କରାଯାଇଛି।

ନିମ୍ନରେ ଉଲ୍ଲେଖ କରାଯାଇଛି –

ମୁଖ୍ୟ ପରାମର୍ଶଦାତା ପଦ: ସାଂସଦ(ରାଜ୍ୟସଭା) ଡ଼ ଅମର ପଟ୍ଟନାୟକ
ବରିଷ୍ଠ ପରାମର୍ଶଦାତା ପଦ: ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର
ପରାମର୍ଶଦାତା: ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝି, ଡ଼ ଗୋପବନ୍ଧୁ ଦାସ

ରାଜ୍ୟ କମିଟି:
ଆବାହକ: ଶ୍ରୀ ରବି ନାରାୟଣ ନନ୍ଦ
ମୁଖ୍ୟ ସଂଯୋଜକ: ଶ୍ରୀ ପ୍ରବୀର ମହାନ୍ତି
ସଦସ୍ୟ: ଡ଼ ଜୀବନ ଦିକ୍ଷୀତ, ଡ଼ ମିହିର ପଟ୍ଟନାୟକ, ନିଶାମଣୀ ମହାନ୍ତ, ଶ୍ରୀ ଅବଦୁତ ସଞ୍ଜୟ ଦାସ, ଡ଼ ଗୌରୀ ବେହେରା, ଶ୍ରୀ ଜୟମଙ୍ଗଳ ବିଶି, ଶ୍ରୀ ଅନାଦି ଖଡା, ଶ୍ରୀ କୃଷ୍ଣପ୍ରସାଦ ମହାପାତ୍ର, ଶ୍ରୀ ଗଙ୍ଗାଧର ହେମ୍ବ୍ରମ, ଶ୍ରୀ କାରୁ ମୁର୍ମୁ

ଜିଲ୍ଲା ସଂଯୋଜକ:
ଅନୁଗୁଳ: ସବିତା ସିଂହ, ଶ୍ରୀ ସୁରେଶ ଚନ୍ଦ୍ର ସାହୁ
ବଲାଙ୍ଗୀର: ଶ୍ରୀ କିଶୋର ମିଶ୍ର, ଶ୍ରୀ କୈଳାସ ବେହେରା
ବାଲେଶ୍ୱର: ଶ୍ରୀ ଜ୍ୟୋତି ପ୍ରକାଶ ବାରିକ, ମଞ୍ଜୁଲତା ରାଣା
ବରଗଡ଼: ଶେଷଦେବ ଛତର, ଶ୍ରୀ ଚୈତନ୍ୟ କର୍ଣ୍ଣ
ଭଦ୍ରକ: ଶ୍ରୀ ନିରାକାର ବେହେରା, ଶ୍ରୀ ସୁବାଷ ଚନ୍ଦ୍ର ନାୟକ
ବୌଦ୍ଧ: ଶ୍ରୀ ମାନଭଞ୍ଜନ ମହାପାତ୍ର, ଶ୍ରୀ ଗୁପ୍ତେଶ୍ଵର ଖେତି
କଟକ: ଶ୍ରୀ ଜ୍ନନ ପ୍ରିୟ କାନୁନଗୋ, ସୁମିତ୍ରା ବେହୁରା
ଦେବଗଡ଼: ଶ୍ରୀ ବିଷ୍ଣୁ ବାରିକ, ଖିରେଶ୍ୱରୀ ବାରିକ
ଢେଙ୍କାନାଳ: ଲୋପାମୁଦ୍ରା ମହାନ୍ତି, ଶ୍ରୀ ବିମଳ କୁମାର ବିଶ୍ବାଳ
ଗଜପତି: ତନୁଜା କୁମାରୀ ଶତପଥୀ, ଶ୍ରୀ ତପନ କୁମାର ଦୋରା
ଗଞ୍ଜାମ: ଶ୍ରୀ କୃଷ୍ଣପ୍ରସାଦ ମହାପାତ୍ର, ସୌଦାମିନୀ ମିଶ୍ର
ଜଗତସିଂହପୁର: ଶ୍ରୀ ବିପିନ ବେହେରା, ଶ୍ରୀ ପ୍ରସନ୍ନ ପଟ୍ଟନାୟକ
ଯାଜପୁର: ଶ୍ରୀ ହରିହର ସ୍ୱାଇଁ, ମନିଷା ରାଉତ
ଝାରସୁଗୁଡ଼ା: ଶ୍ରୀ ସୁରଙ୍ଗ ପ୍ରଧାନ, ନଳିନୀ ଦାସ
କଳାହାଣ୍ଡି: ଶ୍ରୀ ଅରକ୍ଷିତ ବୈଶାଳ, ଶ୍ରୀ ଲାବଣ୍ୟ ସ୍ୱାଇଁ, ଶ୍ରୀ ହରେଶ ବାଗ
କନ୍ଧମାଳ: ଶ୍ରୀ ଅମୂଲ୍ୟ ନାୟକ, ଡି.ଏନ ମର୍ସି
କେନ୍ଦ୍ରାପଡ଼ା: ଶ୍ରୀ ନବଘନ ନାୟକ, ଶ୍ରୀ ଯୁଧିଷ୍ଠିର ଦାସ
କେନ୍ଦୁଝର: ଶ୍ରୀ ସଞ୍ଜୟ ସେଠୀ, ଶ୍ରୀ ଗୋପବନ୍ଧୁ ପାତ୍ର, ଜ୍ୟୋତ୍ସାରାଣୀ ଦେହୁରୀ
ଖୋର୍ଦ୍ଧା: ଶ୍ରୀ ସତ୍ୟବ୍ରତ ଜେନା, ଶ୍ରୀ ଯୋଗେନ୍ଦ୍ର ଡାକୁଆ
କୋରାପୁଟ: ଶ୍ରୀ ବାଲାଜୀ ସାମନ୍ତରା, ଶ୍ରୀ ସର୍ବେଶ୍ବର ବରଦା
ମାଲକାନଗିରି: ଶ୍ରୀ ଭଗବାନ ଖାଡା, ଶ୍ରୀ ଗଣେଶ ବୁରୁଡି
ମୟୂରଭଞ୍ଜ: ଶ୍ରୀ ଦୀପକ ନାୟକ, ଶ୍ରୀ ରମାକାନ୍ତ ରାଉତ, ଶ୍ରୀ ଶିବ ପାତ୍ର
ନବରଙ୍ଗପୁର: ଶ୍ରୀ ପେନ୍ଦ୍ରା ପ୍ରସାଦ ନାୟକ, ଶ୍ରୀ ଲକ୍ଷ୍ମୀନାରାୟଣ ଗଣ୍ଡା
ନୟାଗଡ଼: ଶ୍ରୀ ତ୍ରିନାଥ ପ୍ରଧାନ, ଶ୍ରୀ ସୁବାଷ ଚନ୍ଦ୍ର ରାଉତ
ନୂଆପଡ଼ା: ଶ୍ରୀ ଡଗ୍ରେଶ୍ୱର ବାଗ, ଶ୍ରୀ ଜଗତ୍ରାମ ନାଗ
ପୁରୀ: ଶ୍ରୀ ବିଜୟ ଚନ୍ଦ୍ର ସାମନ୍ତରାୟ, ଶ୍ରୀ ନିକୁଞ୍ଜ ବିହାରୀ କପା, ଶ୍ରୀ ବସନ୍ତ କୁମାର ପ୍ରଧାନ
ରାୟଗଡା: ଶ୍ରୀ ସନ୍ତୋଷ କୁମାର ବଚ୍ଛା, ପ୍ରିୟଦର୍ଶିନୀ ହୁଇକା
ସମ୍ବଲପୁର: ଶ୍ରୀ ଶିବ ଶଙ୍କର ମହାକୁଡ, ଶ୍ରୀ ଅଲେଖ ଖମାରୀ
ସୋନପୁର: ଶ୍ରୀ ଉପେନ୍ଦ୍ର ଥାଟି, ଶ୍ରୀ ଲକ୍ଷ୍ମଣ କୁମାର ସାହୁ
ସୁନ୍ଦରଗଡ଼: ଶ୍ରୀ ଫକୀର ବାଡା, ଶ୍ରୀ ରମେଶ ସୁନା