୪୭ ପୋଲିସ ଇନ୍ସପେକ୍ଟରଙ୍କ ବଦଳି

ଆଜି ଟ୍ୱିନ ସିଟି କମିଶନରେଟ ପୋଲିସ ପକ୍ଷରୁ ୪୭ ଜଣ ପୋଲିସ ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି।

ତାଲିକା ଜାରି

ଭୁବନେଶ୍ୱର, ୨୪/୦୧/୨୪: ଭୁବନେଶ୍ୱର-କଟକ କମିସନରେଟ୍ ପୁଲିସ ଆଜି ପୁଲିସ ଇନ୍ସପେକ୍ଟର ପାହ୍ୟାର ୪୭ ଜଣ ଅଧିକାରୀଙ୍କୁ ଅନ୍ୟ ପୋଲିସ ଷ୍ଟେସନକୁ ବଦଳି କରାଯାଇଛି।

ନିମ୍ନଲିଖିତ ପୋଲିସ ଇନ୍ସପେକ୍ଟରମାନଙ୍କୁ ଆଜି ବଦଳି କରାଯାଇଛି: