ଓଏଏସ ସ୍ତରରେ ଅଦଳବଦଳ
ବିଭିନ୍ନ ପଦବୀରେ ଅବସ୍ଥାପିତ ହେଲେ ୧୧ ଓଏଏସ ଅଫିସର
ବିଏମସିର ଡେପୁଟି କମିଶନର ହେଲେ ରଶ୍ମି ରେଖା ଅମନ୍ତ
ଭୁବନେଶ୍ୱର, ୨୫/୦୪: ଆଜି ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।୧୧ ଓଏଏସ ଅଫିସରଙ୍କୁ ବଦଳି କରାଯାଇ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଛି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ନିମ୍ନଲିଖିତ ଓଏଏସ ଅଫିସରଙ୍କ ବଦଳି:-