ଭୁବନେଶ୍ୱର, ୨୦/୯: ଆଜି ଓଡିଶାରେ ଓଏଏସ ସ୍ତରରେ ସାମାନ୍ୟ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। କିଛି ଓଏଏସ ଅଫିସରଙ୍କୁ ବଦଳି କରି ନୂତନ ନିଯୁକ୍ତି ଦେଇଛନ୍ତି ।
ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ST/SC ବିଭାଗ ଯୁଗ୍ମ ସଚିବ ଥିବା ସରୋଜ ବେହେରାଙ୍କୁ ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ଭାବେ ଦାୟିତ୍ୱ ମିଳିଛି।
ସେହିପରି ସମ୍ପାଦକ ଦାୟିତ୍ବରେ ଥିବା ଓଏଏସ୍ ସୋନିଆ ମିଶ୍ରଙ୍କୁ ଅବକାରୀ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ମିଳିଛି।
