ପ୍ରଦୀପ ଜେନା ଭୁବନେଶ୍ବର କ୍ଲବ ସଭାପତି

ଲଳିତ ଦାସ ଭୁବନେଶ୍ବର କ୍ଲବ ସଂପାଦକ ଭାବେ ନିର୍ବାଚିତ

ଭୁବନେଶ୍ୱର, ୨୧/୯: ଆଜି ଭୁବନେଶ୍ବର କ୍ଲବ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଆଇଏଏସ ଅଫିସର ପ୍ରଦୀପ ଜେନା। ଅସିତ ତ୍ରିପାଠୀଙ୍କୁ ହରାଇ ପ୍ରଦୀପ ଜେନା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଆଇପିଏସ୍ ଅଫିସର ଲଳିତ ଦାସ ଭୁବନେଶ୍ବର କ୍ଲବ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି।