ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡ଼ିର ପ୍ରସ୍ତୁତି

BJDର ଷ୍ଟିୟରିଂ ଓ ଜୋନାଲ କମିଟି ଗଠନ

ଭୁବନେଶ୍ଵର, ୮/୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ଷ୍ଟିୟରିଂ ଓ ଜୋନାଲ୍‌ କମିଟି ଗଠନ କଲା BJD। ଷ୍ଟିୟରିଂ କମିଟିରେ ୬ ଜଣ ବରିଷ୍ଠ ନେତା, ଜୋନାଲ କମିଟିରେ ୧୦ ଜଣ ସଦସ୍ୟ ଅଛନ୍ତି।

ଷ୍ଟିୟରିଂ କମିଟିରେ ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀଙ୍କ ପରି ବରିଷ୍ଠ ନେତା ଓ ଜୋନାଲ୍‌ କମିଟିରେ କଳିକେଶ, ସୁଦାମ, ସାରଦା, ଦେବେଶ ପ୍ରମୁଖ ସାମିଲ ଅଛନ୍ତି।