ଭୁବନେଶ୍ଵର, ୮/୧୦: ୧୧ ଜଣ ବରିଷ୍ଠ ନେତାଙ୍କୁ ସାଂଗଠନିକ ଦାୟିତ୍ବ ଦେଲା ବିଜେଡି। ଚିରଞ୍ଜୀବ ବିଶ୍ବାଳ ଉପସଭାପତି, ପୁଷ୍ପେନ୍ଦ୍ର ସିଂଦେଓ ବରିଷ୍ଠ ସା. ସମ୍ପାଦକ, ଗଣେଶ୍ବର ବେହେରା ବରିଷ୍ଠ ସା. ସମ୍ପାଦକ, ସୁଧିର ଦାସ ସା. ସମ୍ପାଦକ, ଲମ୍ବୋଦର ନିଆଲ, ଅଳକା ମହାନ୍ତି, ଈରାନୀ ରାୟ, ମନୋଜ ମିଶ୍ର ସା. ସମ୍ପାଦକ, ଏବଂ ରାଜେଶ ନିଗମ, ସନ୍ତୋଷ ପଟ୍ଟନାୟକ, ରାଜୁ ଘିବେଲାଙ୍କୁ ସମ୍ପାଦକ ଦାୟିତ୍ୱ ମିଳିଛି।
