ଭୁବନେଶ୍ଵର, ୨୮/୧୦: ଛଟ ପୂଜାକୁ ନେଇ ସାରା ଦେଶ ଉତ୍ସବମୁଖର। ଏହି ଅବସରରେ ଛଟ୍ ପୂଜାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱରର ମଞ୍ଚେଶ୍ୱର ସ୍ଥିତ ନୂଆ ବାଲିଯାତ୍ରା ପଡିଆ ଠାରେ ଆୟୋଜିତ ଛଟ୍ ପୂଜା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇଛନ୍ତି। ଏହି ପୂଜାରେ ତାଙ୍କ ପତ୍ନୀ ମଧ୍ୟ ସାମିଲ ହୋଇଛନ୍ତି।
Prev Post
Next Post