ରାଉରକେଲା ବିମାନ ଦୁର୍ଘଟଣା

ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ମୃତ

ରାଉରକେଲା, ୧୭/୦୧: ରାଉରକେଲା ବିମାନ ଦୁର୍ଘଟଣାରେ ଗୁରୁତର ସୁଶାନ୍ତ ବିଶ୍ୱାଳ ମୃତ। ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗତ ୧୦ ତାରିଖରେ ଜଲ୍‌ଦା ପାଖରେ ହୋଇଥିଲା ଦୁର୍ଘଟଣା। ୨ ପାଇଲଟ୍‌ଙ୍କ ସମେତ ୬ ଆହତ ହୋଇଥିଲେ। ସୁଶାନ୍ତ ଗୁରୁତର ଥିଲେ।