ବେଦାନ୍ତ ଷ୍ଟେମରେ ୩୫% ସହିତ ଏହାର କର୍ମଶକ୍ତିରେ ୫୦% ମହିଳାଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛି

ମୁଖ୍ୟ ଶିଳ୍ପ ଭୂମିକାରେ ମହିଳାମାନଙ୍କୁ ଅଗ୍ରାଧିକାର ଦେଉଛି ବେଦାନ୍ତ

ଭୁବନେଶ୍ବର, ୧୧/୦୨: ମହିଳା ଓ ବାଳିକା ଆର୍ନ୍ତଜାତୀୟ ଦିବସ ୧୧ ଫେବୃଆରୀ ଅବସରରେ ବେଦାନ୍ତ ଲିମିଟେଡ ଘୋଷଣା କରିଛି, ମହିଳାମାନେ ଏବେ ଏହାର ଷ୍ଟେମ ଫ୍ରେସର ନିଯୁକ୍ତିରେ ୩୫%ରୁ ଅଧିକ ଅଛତି ଯାହାଦ୍ୱାରା ନେତୃତ୍ବ ଓ ପରିଚାଳନାରେ ୪୫%କୁ ବୃଦ୍ଧି ପାଇଛି । ଚଳିତ ବର୍ଷ ଠାରୁ କମ୍ପାନି ୫୦%ରୁ ଅଧିକ ମହିଳାଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟ ରଖିଛି ।

ଏହି ସଫଳତା ଭାରତର ଧାତୁ, ଖଣି, ଉତ୍ପାଦନ ଏବଂ ଶକ୍ତି କ୍ଷେତ୍ରରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ସଂପୃକ୍ତ ରାଷ୍ଟ୍ରର ୨୦୨୬ ବିଜ୍ଞାନରେ ମହିଳା ଓ ବାଳିକାଙ୍କ ପାଇଁ ଅନ୍ତର୍ଜାତୀୟ ଦିବସର ଥିମ ସହ ସଂପୃକ୍ତ ଯାହା ବୈଜ୍ଞାନିକ ଶିକ୍ଷା, ନବସୃଜନ ଓ ନେତୃତ୍ବ କ୍ଷେତ୍ରରେ ଲିଙ୍ଗ ସମାନତାକୁ ତ୍ବରାନ୍ବିତ କରିବା ଲାଗି ଆହ୍ବାନ କରେ ।

ବେଦାନ୍ତର ପ୍ରଗତି ଦର୍ଶାଏ ଯେ ଶିକ୍ଷା ଓ ଦୀର୍ଘକାଳୀନ ବୈଜ୍ଞାନିକ ଏବଂ ବୈଷୟିକ କ୍ୟାରିୟର ମଧ୍ୟରେ କିପରି ସ୍ଥାୟୀ ଶିଳ୍ପ ନେତୃତ୍ବ ‘ନେତୃତ୍ବାଧୀନ କାର୍ଯ୍ୟ ସେତୁ ଗଠନ କରିବାରେ ସାହାଯ୍ୟ କରେ । ଧାତୁ ଓ ଖଣି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣକୁ ପୁନଃପରିଭାଷିତ କରିବାରେ ବେଦନ୍ତ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛି ।

ଗତ କିଛି ବର୍ଷ ଧରି ବେଦାନ୍ତ ମୁଖ୍ୟ ଶିଳ୍ପ ଭୂମିକାରେ ମହିଳାମାନଙ୍କୁ ଅଗ୍ରାଧିକାର ଦେଇ ଆସୁଛି । ବେଦାନ୍ତ ଲିମିଟେଡର ଅଣ କାର୍ଯ୍ୟକାରୀ ନିର୍ଦ୍ଦେଶକ ଏବଂ ହିନ୍ଦୁସ୍ତାନ ଜିଙ୍କ ଲିମିଟେଡର ଅଧ୍ୟକ୍ଷା ପ୍ରିୟା ଅଗ୍ରୱାଲ ହେବର କହିଛନ୍ତି ଯେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏକ ପ୍ରକୃତ ଆତ୍ମ ନିର୍ଭର ଏବଂ ଦୀକ୍ଷିତ ଭାରତ ଆଡକୁ ଭାରତର ଯାତ୍ରାକୁ ଆକାର ଦେବ । ବେଦାନ୍ତରେ ଆମେ ବିଶ୍ଵାସ କରୁ ଯେ ପ୍ରତିଭା ଏକାଠି ବଢିଲେ ଭବିଷ୍ୟତ ନିର୍ମାଣ ହୁଏ । ଭାରତରେ ପ୍ରଥମ ହୋଇ ମହିଳା ଖଣି ଶ୍ରମିକମାନଙ୍କୁ କାର୍ଯ୍ୟରେ ଲଗାଇବା ଓ ଖଣିରେ ରାତି ପାଳି କରିବାଠାରୁ ଆରମ୍ଭ କରି ସମସ୍ତ ମହିଳା ଆଲୁମିନିୟମ ଉତ୍ପାଦନ ଲାଇନ ଏବଂ ଲୋକୋମୋଟିଭ ନିର୍ମାଣ କରିବା ପର୍ଯ୍ୟନ୍ତ ମହିଳାମାନେ କାର୍ଯ୍ୟ କରୁଥିବା ଗର୍ବର ବିଷୟ ।

ଏକୀକରଣ ଭାବରେ ଡିଜିଟାଲ ପରିବର୍ତନର ଏକ ପ୍ରମୁଖ ସମର୍ଥକ ହେଉଛି ବେଦାନ୍ତର କାର୍ଯ୍ୟ କ୍ଷେତ୍ରରେ ଉନ୍ନତ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଗ୍ରହଣ । କାର୍ଯ୍ୟରେ ସୟଂଚାଳିତ କରଣ, ସମୟ ମନିଟରିଂ, ମାନକୀକରଣ ଓ ଡିଜିଟାଲ ସୁରକ୍ଷା ଧାତୁ ଏବଂ ଖଣି କାର୍ଯ୍ୟ କ୍ଷେତ୍ରକୁ ଅଧିକ ସୁରକ୍ଷିତ ତଥା ପୂର୍ବାନୁମାନ ଯୋଗ୍ୟ କରିପାରିଛି । ଏହି ଉନ୍ନତି କାର୍ଯ୍ୟ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ରାତି ପାଳିକୁ ମଧ୍ୟ ସକ୍ଷମ କରାଇଛି । ଶିଳ୍ପ ଭୂମିକାରେ ସମସ୍ତଙ୍କ ପାଇଁ ସମାନ ସୁଯୋଗର ଆହ୍ବାନ ବେଦାନ୍ତର ପ୍ରତିବଦ୍ଧତାକୁ ଦର୍ଶାଏ ।

କେବଳ ଏତିକି ନୁହେଁ ବେଦାନ୍ତର ବ୍ୟବସାୟରେ, ମହିଳା ବୈଜ୍ଞାନିକ, ଇଂଜିନିୟର ଓ ପ୍ରଯୁକ୍ତିବିଦମାନେ ଖଣି, ଧାତୁ ବିଜ୍ଞାନ, ପ୍ରକ୍ରିୟା ଇଂଜିନିୟରିଂ, ପରିବେଶ ବିଜ୍ଞାନ ଭଳି ଶୃଙ୍ଖଳାରେ ସଫଳତା ଆଣୁଛନ୍ତି ।

ଜୀବନ ପର୍ଯ୍ୟାୟରେ ପ୍ରତିଭା ରଣନୀତିକୁ ସମର୍ଥନ କରି କ୍ୟାରିୟର ପ୍ରବେଶ, ପ୍ରଗତି ଓ ଦୀର୍ଘକାଳୀନ ସଂରକ୍ଷଣକୁ ବିସ୍ତାର କରୁଥିବା ଏକ ପ୍ରମୁଖ ବହୁମୁଖୀ ପ୍ରତିଭା ରଣନୀତି ଦ୍ୱାରା ଆଧାରିତ । ବେଦାନ୍ତ ସଭିଙ୍କ ପାଇଁ ଏକ ସଛ କ୍ୟାରିୟର ଅଭିବୃଦ୍ଧି ପଥ ପରିଷ୍କାର କରେ ।

ଜୀବନର ବିଭିନ୍ନ ପର୍ଯ୍ୟାୟରେ ମହିଳାଙ୍କୁ ସମର୍ଥନ କରି କମ୍ପାନି ପ୍ରତିଭା ଗତିଶୀଳତାକୁ ସକ୍ଷମ କରିବା ସହ ସେମାନଙ୍କ ଜୀବନର ମାନରେ ଉନ୍ନତି ଆଣିବା ଲାଗି ପ୍ରୟାସ କରୁଛି ।

ବେଦାନ୍ତର ମହିଳା ବୈଜ୍ଞାନିକମାନେ ପୂର୍ବରୁ ଏହି ଦୃଷ୍ଟିକୋଣକୁ ମାପଯୋଗ୍ୟ ପ୍ରଭାବରେ ପରିଣତ କରୁଛନ୍ତି । ଓଡ଼ିଶାର ବେଦାନ୍ତ ଆଲୁମିନିୟମ ଜାମଖାନି ଏବଂ ଘୋଘରପାଲି କୋଇଲା ଖଣିରେ ଭୂତତ୍ବବିତ କୋଏଲ ଚାଟାର୍ଜି, ବିଦିଶା ଦାସ ଓ ପଲ୍ହବୀ କୌଚ ଅନୁସନ୍ଧାନ, ଭୂତାତ୍ତ୍ୱିକ ମତେଲିଂ ଖଣି ଯୋଜନା ଏବଂ କୋଇଲା ଗୁଣବତା ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ଦୀର୍ଘକାଳୀନ ସଂରକ୍ଷଣ ଓ ନେତୃତ୍ଵ ନିରନ୍ତରତା ଉପରେ ଧ୍ୟାନ ଦେବାର ଏକ ଅଂଶ ଭାବରେ ବେଦାନ୍ତ ଏହାର ବ୍ୟବସାୟରେ ମହିଳା ନେତାମାନଙ୍କୁ ଷ୍ଟକ ବିକଳ୍ପ ଅନୁଦାନ ପ୍ରଦାନ କରୁଛି । ଇକ୍ୟୁଟି ଅଂଶଗ୍ରହଣକୁ ସକ୍ଷମ କରି ଗୋଷ୍ଠୀ ମାଲିକାନା ଭାବନା, ମୂଲ୍ୟ ସୃଷ୍ଟି ସହ ଗଭୀର ସମନ୍ବୟ ଏବଂ ଦୀର୍ଘକାଳୀନ ଭାବରେ ନେତୃତ୍ୱ ପ୍ରତିବଦ୍ଧତାକୁ ସୁଦୃଢ କରୁଛି।

ବେଦାନ୍ତର କେର୍ନ ଅଏଲ ଆଣ୍ଡ ଗ୍ୟାସ, ସୁଲକ୍ଷଣା, ଭୂତତ୍ଵ ଏବଂ ଏବଂ ଭୂଭୌତିକ ମୁଖ୍ୟ ରାଜସ୍ଥାନର ବାର ବାରମେଲ ବେସିନରେ ମଙ୍ଗଳା, ଭାଗ୍ୟମ ଏବ ଏବଂ ଐଶ୍ଚର୍ଯ୍ୟା ସଂପତିରେ ସର୍ବୋତମ କୁପ ସ୍ଥାନ ନିୟୋଜନ ପାଇଁ ତଥ୍ୟ କେନ୍ଦ୍ରିତ ନିଷ୍ପତି ନେଇଛନ୍ତି । ଉନ୍ନତ ଜଳଭଣ୍ଡାରର ଚିରତ୍ରକରଣ ଏବଂ ସକ୍ରିୟ ବିପଦ ପରିଚାଳନା ମାଧ୍ୟମରେ ବାସ୍ତବ ସମୟ ତ୍ରିଲି ଡ୍ରିଲିଂ ନିଷ୍ପତିକୁ ସକ୍ଷମ କରିଛନ୍ତି, ଯାହା ଗଭୀରତାକୁ ୮୦ ମିଟର ହ୍ରାସ କରିଛି । ତାଙ୍କର କାର୍ଯ୍ୟ କ୍ଷେତ୍ରରେ ଛଅଟି ପାର୍ଶ୍ବ ଟ୍ରାକ କୂପ ମଧ୍ୟରୁ ଚା କରିବା ବାରେ ସାହାଯ୍ୟ କରିଛି, ପ୍ରାୟ ୮୦୦ ବ୍ୟାରେଲ ତେଲ ଯୋଡ଼ିଛି ଏବଂ ଉତ୍ପାଦନ ସ୍ଥିରତାକୁ ସମର୍ଥନ କରୁଛି।

ଏହାର କର୍ମଶକ୍ତି ପଦକ୍ଷେପଗୁଡ଼ିକୁ ପରିପୂରକ କରି ବେଦାନ୍ତ ଏହାର କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ଅନୁନ୍ନତ ଗୋଷ୍ଠୀଗୁଡ଼ିକରେ ଲକ୍ଷ୍ୟଭୁକ୍ତ ସାମାଜିକ ପ୍ରଭାବ କାର୍ଯ୍ୟକ୍ରମ । ଜାରି ରଖିଛି । ୨୦୨୧ ମସିହାରୁ ଷ୍ଟେମ ଷ୍ଟମ କେନ୍ଦ୍ରିତ ପଦକ୍ଷେପଗୁଡ଼ିକ ଏସଡିଜି ୪ ଏବଂ ଏସଡିଜି ୫ ସ‌ହ ସମନ୍ବିତ ହୋଇ ୫୦,୦୦୦ ରୁ ଅଧିକ ମହିଳା ଓ ବାଳିକାଙ୍କ ନିକଟରେ ପହଁଚିଛି ।

ବେଦାନ୍ତର ବିଭିନ୍ନ କାର୍ଯ୍ୟକ୍ରମ ମହିଳା ଓ ବାଳିକାମାନଙ୍କ ପାଇଁ ବିଶେଷ ଭାବରେ ସମାବେଶୀ ନିଯୁକ୍ତି, ଡିଜିଟାଲ ପରିବର୍ତନ, ପ୍ରଗତିଶୀଳ କାର୍ଯ୍ୟକ୍ଷେତ୍ର ନୀତି ଇତ୍ୟାଦି କାର୍ଯ୍ୟକ୍ଷମ ରହିଛି ।