ଭୁବନେଶ୍ୱର, ୧୬/୦୩: ରାଜ୍ୟସଭା ନିର୍ବାଚନ ଚାଲିଥିବା ବେଳେ ବିଧାନସଭାରେ ମୁହାଁ ମୁହିଁ ହୋଇଛନ୍ତି ଦୁଇ ଦଳ। ବିଜେଡ଼ି ଓ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ହାତାହାତି ଭଳି ପରିସ୍ଥିତି ଉପୁଜିଛି। ନବ ମଲ୍ଲିକଙ୍କୁ ନେଇ ଏଭଳି ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡିଛି। ନବ ମଲ୍ଲିକ ଭୋଟ ଦେବାକୁ ଯାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଟାଣି ନେଉଥିବା ଦେଖି ବିଜେଡ଼ି ବିଧାୟକ ମାନେ ତାଙ୍କୁ ଅଟକାଇବା ସହ ସେହି ସମୟରେ ଦୁଇ ଦଳ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଯାହା ଫଳରେ ମତଦାନ କେନ୍ଦ୍ରରେ ପ୍ରବଳ ଗଣ୍ଡଗୋଳ ହୋଇଛି।
Next Post