କଟକ, ୩୧/୦୫: ବଦଳିଲେ ବାରଙ୍ଗ ଥାନା IIC ନିରଞ୍ଜନ ବେହେରା। କଟକ ଡିସିପି ଅଫିସ୍କୁ ବଦଳି ହେଲେ ବାରଙ୍ଗ ଥାନା IIC। ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିବାଦ ଉପୁଜିଥିବା ବେଳେ ଆଇଆଇସିଙ୍କୁ ବଦଳି କରାଯାଇଛି। ପୁରୀଘାଟ ଥାନା IIC ବିଶ୍ବରଞ୍ଜନ ନାୟକଙ୍କୁ ବାରଙ୍ଗ IIC ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
Prev Post