ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଗଛ ଲଗାଇଲେ କଙ୍ଗନା ସାଙ୍ଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଓ ସାଂସଦ ସମ୍ବିତ ପାତ୍ର By Darshana On Jun 5, 2026 10 0 ଭୁବନେଶ୍ୱର, ୦୫/୦୬: ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଠାରେ ବୃକ୍ଷ ରୋପଣ କରିଛନ୍ତି ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ। ସାଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ପୁରୀ ସାଂସଦ ଡ ସମ୍ବିତ୍ ପାତ୍ର ଉପସ୍ଥିତ ଅଛନ୍ତି। 0 10 Share