ରାଜନଗର, ୨୬/୦୬: ରାଜନଗର ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ। ରୁଟିନ ଏନଫୋର୍ସମେଣ୍ଟ ବେଳେ ପୋଲିସ ଉପସ୍ଥିତିରେ ମାଫିଆମାନେ ଆକ୍ରମଣ କରିଛନ୍ତି।
ବାଲିବୋଝେଇ ହାଇୱାକୁ ଧରିବାକୁ ପ୍ରୟାସ ସମୟରେ ଆକ୍ରମଣ ହୋଇଛି। ଥାନାରେ ଅଭିଯୋଗ ପରେ ଆକ୍ରମଣକାରୀ ବାଲି ମାଫିଆକୁ ଗିରଫ କଲା ରାଜନଗର ପୋଲିସ।