ଆମ୍ବଦଳା ଥାନା ଏସ୍ଆଇଙ୍କ ମୃତଦେହ ଉଦ୍ଧାର ମୃତ୍ୟୁର କାରଣ ଅସ୍ପଷ୍ଟ By Darshana On Nov 8, 2026 4 0 ରାୟଗଡା, ୦୮/୧୧: ଆମ୍ବଦଳା ଥାନା ଏସ୍ଆଇ ଅଶୋକ ପ୍ରଧାନଙ୍କ ମୃତଦେହ ଉଦ୍ଧାର । ଥାନା ପରିସରରେ ଥିବା କ୍ୱାର୍ଟର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଘଟଣାକୁ ନେଇ ଆମ୍ବଦଳା ଥାନା ପରିସରରେ ଚାଞ୍ଚଲ୍ୟ । ମୃତ୍ୟୁର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି । 0 4 Share