୪ ପୌରପାଳିକା ଉପନିର୍ବାଚନ ଫଳାଫଳ ପ୍ରକାଶିତ

ଆଜି ପୌରପାଳିକା ଉପନିର୍ବାଚନ ଫଳାଫଳ ପ୍ରକାଶିତ ହୋଇଛି।

ବିଜେଡିକୁ ସର୍ବାଧିକ ଭୋଟ

ଭୁବନେଶ୍ବର, ୩୦/୧୧/୨୩: ଆଜି ୪ଟି ପୌରପାଳିକା ଉପନିର୍ବାଚନ ଫଳାଫଳ ପ୍ରକାଶିତ ହୋଇଛି। ବିଜେଡି ସର୍ବାଧିକ ଭୋଟରେ ବିଜୟୀ ହୋଇଥିବା ଦେଖାଦେଇଛି।

ଜି.ଉଦୟଗିରି ଅଧ୍ୟକ୍ଷ

ବିଜେଡି — ୩୧୧୧
ବିଜେପି — ୭୫୬
INC — 614
ନୋଟା — ୩୮
ସମୁଦାୟ — ୪୫୧୯

ଦେବସ୍ମିତା ଶତପଥୀ (ବିଜେଡି) ୨୩୫୫ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।

ଚିକିଟି ଏନଏସି
ୱାର୍ଡ ନଂ -୩

ବିଜେଡି — ୪୮୪
ବିଜେପି –୧୫
ନୋଟା — ୨
ସମୁଦାୟ = ୫୦୧

ବିଜେଡି ପ୍ରାର୍ଥୀ ହରପ୍ରସାଦ ଚୌଧୁରୀ ୪୬୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।

ଜଗତସିଂହପୁର ପୌରପାଳିକା
ୱାର୍ଡ ନଂ-୬

ବିଜେଡି — ୪୦୭
INC — 406
ବିଜେପି –୨୧
ନୋଟା –1
ସମୁଦାୟ — ୮୩୫

ବିଜେଡିପ୍ରାର୍ଥୀ ଶ୍ରୀମତୀ ରୋଜାଲିନ ଦାଶ ୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।

ଯୋଡା ମ୍ୟୁନିସିପାଲିଟି
ୱାର୍ଡ ନଂ-୮

ବିଜେଡି — ୮୦୬
ବିଜେପି-୨୨୯
INC — 21
INDP — 113
ନୋଟା — ୮
ସମୁଦାୟ = ୧୧୭୯

ବିଜେଡିପ୍ରାର୍ଥୀ ଶୁଭମ ନାୟକ ୫୭୭ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।