ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ସଂଯୋଜକ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୨୫ ଜଣ ସଂଯୋଜକ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।

କାର୍ଯ୍ୟକ୍ରମକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବା ପାଇଁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୦୯/୧୨/୨୩: ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ୨୫ ଜଣ ସଂଯୋଜକ ନିଯୁକ୍ତ କରିଛନ୍ତି। ସଂଯୋଜକମାନେ ହେଲେ ଅନୁଗୁଳ ପାଇଁ କୈଳାସଚନ୍ଦ୍ର ସାହୁ, ବାଲେଶ୍ୱର ପାଇଁ ରଞ୍ଜନ ବାଗ, ଭଦ୍ରକ ପାଇଁ ଡାକ୍ତର ସଞ୍ଜୟ ଦାସ, ଗଜପତି ପାଇଁ ୟାରାଗନା ରାମଭଦ୍ର ରାଓ, ଭବାନୀପାଟଣା ଉପଖଣ୍ଡ କଳାହାଣ୍ଡି ପାଇଁ ବଦ୍ରିନାରାୟଣ ପଟ୍ଟନାୟକ। ଆଦିତ୍ୟ ନନ୍ଦ ଧର୍ମଗଡ଼ ସବ୍ ଡିଭିଜନ କଳାହାଣ୍ଡି । ଖୋର୍ଦ୍ଧା ପାଇଁ ଶ୍ରୀମତୀ ଶ୍ରୀମୟୀ ସ୍ବେତା ସ୍ନିଘା ମିଶ୍ର, କୋରାପୁଟ ଉପଖଣ୍ଡ କୋରାପୁଟ ଲତା ସାହୁ, କୋରାପୁଟ ଉପଖଣ୍ଡ କୋରାପୁଟ, ଶ୍ରୀମତୀ ତୁଳସୀ କିର୍ସାନି ଜୟପୁର ଉପଖଣ୍ଡ କୋରାପୁଟ, ଚିତ୍ତ ପଟ୍ଟନାୟକ, ମାଲକାନଗିରି, ଶ୍ରୀ ଅମରେନ୍ଦ୍ର କର ରାଇରଙ୍ଗପୁର ଉପଖଣ୍ଡ ମୟୂରଭଞ୍ଜ, ସୁନୀଲ କୁମାର ଦାସ, ବାରିପଦା ଉପଖଣ୍ଡ ମୟୂରଭଞ୍ଜ, ଶ୍ରୀମତୀ ମଞ୍ଜୁଳା ମାଝୀ, ନବରଙ୍ଗପୁର ଗଙ୍ଗାଧର ପଣ୍ଡା, ନୟାଗଡ଼ ରାମଲାଲ ହଂସ, ନୂଆପଡ଼ା, ପାଟଣା ଗୌରୀଶଙ୍କର ରାଓ, ରାୟଗଡ଼ା ସିଦ୍ଧନ୍ତ ଦାସ ସମ୍ବଲପୁର ଓ ସୁନ୍ଦରଗଡ଼ ଉପଖଣ୍ଡ ସୁନ୍ଦରଗଡ଼ ଉପଖଣ୍ଡ ପାଇଁ ଶ୍ରୀମତୀ ମଞ୍ଜୁଳା ମାଝୀ, ନବରଙ୍ଗପୁର ଗଙ୍ଗାଧର ପଣ୍ଡା, ନୟାଗଡ଼ ରାମଲାଲ ହଂସ, ନୂଆପଡ଼ା, ପାଟଣା ଗୌରୀଶଙ୍କର ରାଓ, ରାୟଗଡ଼ା ସିଦ୍ଧନ୍ତ ଦାସ ସମ୍ବଲପୁର ଓ ସୁନ୍ଦରଗଡ଼ ଉପଖଣ୍ଡ ସୁନ୍ଦରଗଡ଼ ଉପଖଣ୍ଡ ପାଇଁ ଯୋଗେନ୍ଦ୍ର ସିଂହ ସୁନ୍ଦରଗଡ଼ ଉପଖଣ୍ଡ।

ସୂଚନାଯୋଗ୍ୟ, ଆମ ଓଡ଼ିଶା ନବୀନ ଓଡ଼ିଶାର କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିକଟରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏବଂ ଆମ ଗାଁରେ ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ଉପରେ ବିଶେଷ ଧ୍ୟାନ ଦେଇଥିଲେ ।