ଭୁବନେଶ୍ୱର, ୨୮/୦୨: ଓଲିଉଡ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମ୍ରିୟମାଣ ରାଜ୍ୟବାସୀ। ଆଜି ତାଙ୍କ ବାସଭବନରେ ଶେଷ ଦର୍ଶନ କରିବା ପରେ ସତ୍ୟନଗର ଶ୍ମଶାନରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଆଉ କିଛି ସମୟ ପରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ। ପୁଅ ବାବୁଶାନ ତାଙ୍କୁ ମୁଖାଗ୍ନି ଦେବେ।
Prev Post
Next Post