ଓପିଏସ ସ୍ତରରେ ପଦୋନ୍ନତି 

ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର, ୩୦/୦୫: ଆଜି ଓଡିଶା ପୋଲିସ ସେବା କ୍ଷେତ୍ରରେ ଅତିରିକ୍ତ ପୁଲିସ ଅଧୀକ୍ଷକଙ୍କୁ ଓପିଏସ୍ ସ୍ତରକୁ ପଦୋନ୍ନତି କରାଯାଇଛି। ଓପିଏସ୍ କ୍ୟାଡରର ପୁଲିସ ଅଧୀକ୍ଷକ ପଦକୁ ପଦୋନ୍ନତି ପ୍ରଦାନ କରାଯାଇଛି। ଓପିଏସସି ର ସୁପାରିଶ କ୍ରମେ ରାଜ୍ୟ ସରକାର ଏହି ପଦୋନ୍ନତି କୁ ଅନୁମୋଦନ କରିଛନ୍ତି।

ନିମ୍ନରେ ଓପିଏସ ଅଫିସରଙ୍କ ପଦୋନ୍ନତି ସମ୍ପର୍କରେ ସମସ୍ତ ସୂଚନା ଦିଆଯାଇଛି:-