ଭୁବନେଶ୍ୱର, ୨୫/୦୭: ଶିଳ୍ପକ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୧୦୦୦ ଟଙ୍କାକୁ ଭତ୍ତା ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥର ମହିଳାଙ୍କୁ ୭୦୦୦ ଟଙ୍କା ଓ ପୁରୁଷଙ୍କୁ ୬୦୦୦ ଟଙ୍କା ଭତ୍ତା ମିଳିବ। ସେହିପରି ଓଡ଼ିଶାରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନେ ସପ୍ତାହକୁ ଗୋଟିଏ ଦିନ ଓଡ଼ିଶା ବସ୍ତ୍ର ପରିଧାନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ବର୍ଷକୁ ଥରେ ହସ୍ତତନ୍ତ ବସ୍ତ୍ର କିଣିବାକୁ ଅପିଲ୍ କରିଛନ୍ତି।
Prev Post