ଭୁବନେଶ୍ୱର, ୨୧/୯: ଓଡ଼ିଶା ଆସି ନ ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେଣୁ ବ୍ରହ୍ମପୁରରେ ହେବାକୁ ଥିବା କାର୍ଯ୍ୟକ୍ରମ ବାତିଲ ହୋଇପାରେ। ଯଦିଓ ଆନୁଷ୍ଠାନିକ ସୂଚନା ମିଳିନାହିଁ, କିନ୍ତୁ ବ୍ରହ୍ମପୁରରେ ହେବାକୁ ଥିବା କାର୍ଯ୍ୟକ୍ରମ ସ୍ଥଳୀରୁ ଟେଣ୍ଟ ଖୋଲା ଯାଉଥିବାର ଦେଖିବାକୁ ମିଳିଛି। ଗତ କାଲି ଡିଜିପି ପ୍ରସ୍ତୁତି ସମୀକ୍ଷା କରିଥିଲେ। ପାଗ ଖରାପ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସିବା କାର୍ଯ୍ୟକ୍ରମ ବାତିଲ କରାଯାଇଛି ବୋଲି ସୂଚନା ମିଳିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇପାରେ।
Next Post