ଭଦ୍ରକ, ୨୫/୯: ଭିଜିଲାନ୍ସ ଜାଲରେ ରାଜସ୍ୱ ନୀରିକ୍ଷକ। ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଜମିପଟ୍ଟା ମ୍ୟୁଟେସନ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡ଼ିଛନ୍ତି ରାଧାବଲ୍ଲଭପୁର ଆରଆଇ ନଗେନ୍ଦ୍ର ଦାସ। ତାଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ତନାଘନା କରିଛି ଭିଜିଲାନ୍ସ।
Prev Post
Next Post