ରସାୟନ ବିଜ୍ଞାନରେ ନୋବେଲ୍ ଘୋଷଣା ୩ ବୈଜ୍ଞାନିକଙ୍କୁ ମିଳିବ ନୋବେଲ୍ ପୁରସ୍କାର By Darshana On Oct 8, 2025 79 0 ନୂଆଦିଲ୍ଲୀ, ୮/୧୦: ଚଳିତ ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ୩ ବୈଜ୍ଞାନିକଙ୍କୁ ମିଳିବ ନୋବେଲ୍ ପୁରସ୍କାର। ସୁସୁମୁ କିଟାଗାୱା, ରିଚାର୍ଡ ରବସନ, ଓମାର ଏମ. ୟାଘିଙ୍କୁ ମିଳିବ ନୋବେଲ୍। ମେଟାଲ ଅର୍ଗାନିକ ଫ୍ରେମୱାର୍କ(MOFS) ପାଇଁ ମିଳିବ ନୋବେଲ୍। 0 79 Share