ଭୁବନେଶ୍ୱର, ୧୩/୧୨: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କ ବାସଭବନରେ ବିଶିଷ୍ଟ ଗାଳ୍ପିକ ତଥା ସ୍ତମ୍ଭକାର ଶ୍ରୀ ବିଜୟ ନାୟକଙ୍କ ରଚିତ ଗଳ୍ପ ସଂକଳନ ‘ସୁବ୍ରତ ଏବେ କେଉଁଠି’ ଉନ୍ମୋଚନ କରିଛନ୍ତି।
ଶ୍ରୀ ନାୟକ ଏବେ ମହାମହିମ ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ ସେକ୍ରେଟାରୀ ଭାବେ କାର୍ଯ୍ୟରତ ଅଛନ୍ତି। ଏହି ପୁସ୍ତକ ଓଡ଼ିଶାର ପ୍ରସିଦ୍ଧ ପ୍ରକାଶନୀ ସଂସ୍ଥା ବିଦ୍ୟାପୁରୀ ଦ୍ଵାରା ପ୍ରକାଶିତ।