ବିଜେପି ଅନୁସୁଚିତ ଜନଜାତି ମୋର୍ଚ୍ଚା ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା

ସଭାପତି କାନ୍ଦ୍ରା ସୋରେନଙ୍କ ଦ୍ୱାରା ଘୋଷଣା

ଭୁବନେଶ୍ୱର, ୦୩/୦୫: ବିଜେପି ଅନୁସୁଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ କାନ୍ଦ୍ରା ସୋରେନ ଆଜି ଅନୁସୁଚିତ ଜନଜାତି ମୋର୍ଚ୍ଚା ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା କରିଛନ୍ତି।

ତାଲିକା ସଂଲଗ୍ନ କରାଗଲା।