ଭୁବନେଶ୍ୱର, ୨୨/୦୬: ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଭୋଟିଂ କରିଥିବା କଂଗ୍ରେସ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ।
୩ ବିଧାୟକଙ୍କ ସଦସ୍ୟତା ପଦ ରଦ୍ଦ ପାଇଁ ଆବେଦନ କରିଥିଲା କଂଗ୍ରେସ। ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୩ ବିଧାୟକ ସୋଫିଆ ଫିର୍ଦ୍ଦୋଷ, ରମେଶ ଜେନା, ଦାଶରଥୀ ଗମାଙ୍ଗ କ୍ରସ ଭୋଟିଂ କରିଥିଲେ।