ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇଲେ କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ

ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ। ୫ମ ମଦନପୁର ଗୁଡ଼ି ଉତ୍ସବ ଅବସରରେ କୁନିକୁନି ପିଲାଙ୍କ ସହ ଗୁଡ଼ି ଉଡ଼ାଇଛନ୍ତି।
ନବଜ୍ୟୋତି କ୍ଳବ ଆନୁକୂଲ୍ୟରେ ୫ମ ମଦନପୁର ଗୁଡ଼ି ଉତ୍ସବ ଆୟୋଜନ ହୋଇଛି। ନବଜ୍ୟୋତି କ୍ଳବ ଆନୁକୂଲ୍ୟରେ ୧୪ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀମାନଙ୍କୁ ନେଇ ଗୁଡ଼ି ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ୫୦ଟି ଗୁଡ଼ି ଉଡ଼ିଥିଲା ।