ସମ୍ବଲପୁର ଜିଲ୍ଲା ବିଜେଡି ସଦସ୍ୟ ନିଯୁକ୍ତ

ଶ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଲ୍ଲା ବିଜେଡି ସଦସ୍ୟ ନିଯୁକ୍ତ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତି

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଲ୍ଲା ବିଜେଡିର ବିଭିନ୍ନ ବିଭାଗୀୟ ନେତାମାନଙ୍କୁ ନିଯୁକ୍ତ ଦେଇଛନ୍ତି ।
ଉପାଧ୍ୟକ୍ଷ:
ଶ୍ରୀ ଦେବାଶିଷ ନନ୍ଦ, ଶ୍ରୀ ସୁମନ୍ତ୍ରା ପଣ୍ଡା, ଶ୍ରୀ ଜିତେନ୍ଦ୍ର ପ୍ରସାଦ ପଣ୍ଡା, ଶ୍ରୀ ଫନିଦ୍ରା ପଟ୍ଟନାୟକ, ଶ୍ରୀ ରାଜେଶ ନାୟକ, ଶ୍ରୀ ପ୍ରଦୀପ କୁମାର ମିଶ୍ର, ଶ୍ରୀ ଅଶୋକ ମହାକୁଡ, ଶ୍ରୀ ଅନାଦି ଚରଣ ସାହୁ, ଶ୍ରୀ ଚିତ ରଞ୍ଜନ ପ୍ରଧାନ, ଶ୍ରୀ ବସନ୍ତ ମିଶ୍ର, ଶ୍ରୀ ରାଜକିଶୋର ଦାସ, ଶ୍ରୀ ଏମଡି ମ୍ରୁତୁଜା
ସାଧାରଣ ସମ୍ପାଦକ:
ଶ୍ରୀ ପ୍ରଦୋଷ ମହାନ୍ତି, ଶ୍ରୀ ପ୍ରଦୀପ କୁମାର ରାଉତରାୟ, ଶ୍ରୀ ସୁରେନ୍ଦ୍ର ବିଶ୍ୱାଳ, ଶ୍ରୀ ଭୋଳା ମହାତମ, ଶ୍ରୀ ଧିମେନ୍ଦ୍ର ସୁରୁଳା, ଶ୍ରୀ ସଞ୍ଜୟ ମିଶ୍ର, ଶ୍ରୀ ସଞ୍ଜୟ ବେହେରା, ଶ୍ରୀ ଧିରେନ ଶର୍ମା, ଶ୍ରୀ ସୁଶାନ୍ତ ପାଣିଗ୍ରାହୀ, ଶ୍ରୀ ଦିଲ୍ଲୀପ ଦାଶ, ଶ୍ରୀ ସୀତାକାନ୍ତ ପଣ୍ଡା, ଶ୍ରୀ ଶିଶିର ରଞ୍ଜନ ମହାନ୍ତି, ଶ୍ରୀ ମହେନ୍ଦ୍ର ଓରାମ, ଶ୍ରୀ ଶାନ୍ତନୁ ହୋତା, ଶ୍ରୀ କିରଣ ବେହେରା, ଶ୍ରୀ ସ୍ୱାଗତ ନାୟକ, ଶ୍ରୀ ଦୋଳାମଣୀ ଖାମରି, ଶ୍ରୀ ପୁରୁଷୋତମ ଅଗ୍ରୱାଲ, ଶ୍ରୀ ବିଶ୍ୱାମିତ୍ର ପ୍ରଧାନ, ଶ୍ରୀ ସରତ ସାହୁ, ଶ୍ରୀ ରାଜେଶ କୁମାର ମିଶ୍ର, ଶ୍ରୀ ଆନନ୍ଦ ବଡଜ୍ଞାନ, ଶ୍ରୀ ସୁରୁବାବୁ ମେହେର, ଶ୍ରୀ ଧୀରେନ୍ଦ୍ର ଦେବତା, ଶ୍ରୀ ଦୁରିୟୋ ମହାନ୍ତି, ଶ୍ରୀ ମୁକୁନ୍ଦ ବେହେରା
ସମ୍ପାଦକ:
ଶ୍ରୀ ଉମାପତି ତ୍ରିପାଠୀ, ଶ୍ରୀ ତାରିଣୀସେନ ଚାନ୍ଦ, ଶ୍ରୀ ଭବେଶ ଚାନ୍ଦ, ଶ୍ରୀ ଲିଙ୍ଗରାଜ ପରିଡା, ଶ୍ରୀ ଜଗନ୍ନାଥ ଚୌଧୁରୀ, ଶ୍ରୀ ରୁପେଶ ପଟେଲ, ଶ୍ରୀ ବିଭୀଷଣ ଭୀଷ, ଶ୍ରୀ ସଞ୍ଜିତ ଉନାମ, ଶ୍ରୀ ସରୋଜ ପଟେଲ, ଶ୍ରୀ ଭେଶଜ ପୁଟ୍ଟା, ଶ୍ରୀ ଯୁଧିଷ୍ଠୀର ପ୍ରଧାନ, ଶ୍ରୀ ରଶ୍ମୀକାନ୍ତ ସାମଲ, ଶ୍ରୀମତୀ ସ୍ନିଗ୍ଧା ପଟେଲ, ଶ୍ରୀ ଭକ୍ତବନ୍ଧୁ ବେହେରା, ଜୁଲଫିକର ଅଲି ଭୁଲଟୋ, ଶ୍ରୀ ଜାମିନି ବୋହିଦାର, ଶ୍ରୀ ତାପସ ପଲେଇ, ଶ୍ରୀ ଲକ୍ଷ୍ମଣ ପ୍ରଧାନ, ଶ୍ରୀ ସମୀର ପ୍ରଧାନ, ଶ୍ରୀ ପ୍ରକାଶ ପ୍ରଧାନ, ଶ୍ରୀ ତ୍ରୀନାଥ ପଣ୍ଡା, ଶ୍ରୀ ସୁନିଲ ପ୍ରଧାନ, ଶ୍ରୀ ସୁବାଷ ଜେନା, ଶ୍ରୀ ଅଶ୍ୱିନୀ ପଟେଲ, ଶ୍ରୀ ଅରବିନ୍ଦ ତ୍ରିପାଠୀ, ଶ୍ରୀ ପ୍ରତାପ ମିଶ୍ର, ଶ୍ରୀ ଦିଲ୍ଲୀପ ପ୍ରଧାନ, ଶ୍ରୀ ଜିତୁ ମିଶ୍ର, ଶ୍ରୀ ଜଗନ୍ନାଥ ତ୍ରିପାଠୀ, ଶ୍ରୀ ସ୍ୱାଧୀନ ପଣ୍ଡା, ଶ୍ରୀ ଜୟନ୍ତ ପଟ୍ଟନାୟକ
ବ୍ଲକ ସଭାପତି/କାର୍ଯ୍ୟକାରୀ ସଭାପତି:
ରାଇରଖୋଲ ବ୍ଲକ: ଶ୍ରୀ ଉଦିତ କୁମାର ତ୍ରିପାଠୀ, ସଭାପତି
ନାକଟିଦେଉଳ ବ୍ଲକ: ଶ୍ରୀ ମୂଲିଆ ରାଉଳ, ସଭାପତି
ଜୁଜୋମୁରା ବ୍ଲକ: ଶ୍ରୀ ବିନୋଦ ବଡପଣ୍ଡା, ସଭାପତି
ମାଣେଶ୍ୱର ବ୍ଲକ: ଶ୍ରୀ ଗୋପିରଞ୍ଜନ ବେହେରା, ସଭାପତି
ମାଣେଶ୍ୱର ବ୍ଲକ: ଶ୍ରୀ ହେମନ୍ତ ପଣ୍ଡା, କାର୍ଯ୍ୟକାରୀ ସଭାପତି
ରେଙ୍ଗାଲି ବ୍ଲକ: ଶ୍ରୀ ଅଶୋକ କୁମାର ଗୁରୁ, ସଭାପତି
ଧାନକଉଡ ବ୍ଲକ: ଶ୍ରୀ ଜତିନ୍ଦ୍ର ସାହୁ, ସଭାପତି
ବାମରା ବ୍ଲକ: ଶ୍ରୀ ଅରବିନ୍ଦ ସାହୁ, ସଭାପତି
କୁଚିଣ୍ଡା ବ୍ଲକ: ଶ୍ରୀ ଅମୂଲ୍ୟ ମିଶ୍ର, ସଭାପତି
ଜାମନକିରା ବ୍ଲକ: ଶ୍ରୀ ଆଦିପ୍ରସାଦ ମହାକୁଡ, ସଭାପତି
ନଗର ସଭାପତି:
ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନ: ଶ୍ରୀ ସତୀଶ ବିଶି, ସଭାପତି
କୁଚିଣ୍ଡା ଏନଏସି: ଶ୍ରୀ ନବୀନ ହୋତା, ସଭାପତି
ରାଇରଖୋଲ ଏନଏସି: ଶ୍ରୀ ସିଦ୍ଧାର୍ଥ ଶଙ୍କର ପ୍ରଧାନ, ସଭାପତି