ଜେଏସଡବ୍ଲ୍ୟୁ ତରଫରୁ ଦୁର୍ଗାପୂଜା ଶୁଭେଚ୍ଛା

ଜେଏସଡବ୍ଲ୍ୟୁ ଦୁର୍ଗାପୂଜା ଶୁଭେଚ୍ଛା ଜଣାଇଛି।

ସଭିଙ୍କ ସୁଖ ଓ ସମୃଦ୍ଧି କାମନା କଲା ଜେଏସଡବ୍ଲ୍ୟୁ

ଭୁବନେଶ୍ବର, ୨୩.୧୦.୨୦୨୩: ଜେଏସଡବ୍ଲ୍ୟୁ ବିପିସିଏଲ ପବିତ୍ର ଦଶହରା ଅବସରରେ ସଭିଙ୍କୁ ଶୁଭେଚ୍ଛା ଜଣାଇଛି। ଜେଏସଡବ୍ଲ୍ୟୁ ଶାନ୍ତି ଓ ସୁଖ, ସମୃଦ୍ଧି ଏବଂ ସଫଳତା, ସୌଭାଗ୍ୟ ଓ ଆନନ୍ଦ କାମନା କରି ଶୁଭେଚ୍ଛା ଜଣାଇଛି।

ଜେଏସଡବ୍ଲୁ ଭୂଷଣ ପାୱାର ଆଣ୍ଡ ଷ୍ଟିଲ ଲିମିଟେଡ (ଜେଏସଡବ୍ଲୁ ବିପିଏସଏଲ) ଭୂଷଣ ପାୱାର ଆଣ୍ଡ ଷ୍ଟିଲ ଲିମିଟେଡ ନାମରେ ପରିଚିତ ଏକ ଇସ୍ପାତ କମ୍ପାନୀ ଯାହା ଇସ୍ପାତ ଉତ୍ପାଦର ଉତ୍ପାଦନ ଏବଂ ବିପଣନରେ ନିୟୋଜିତ।