ଭୁବନେଶ୍ୱର: ‘ପତି- ପତ୍ନୀ ଓ ପ୍ରକୃତି’ ହାଇଡ୍ରାମାକୁ ୭ ଦିନ ବିତିଥିଲେ ବି ଚର୍ଚ୍ଚା ଥମିବାର ନାଁ ନେଉନି । ଏହାରି ଭିତରେ ବାବୁସାନ୍ -ପ୍ରକୃତି ମିଶ୍ରଙ୍କ ଏକ ଅଡିଓ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି । ଫୋନ୍ରେ କଥା ହେଉଥିବା ପୁଅ-ଝିଅ କିଏ ବୋଲି ସ୍ପଷ୍ଟ ଜଣାପଡ଼ିନି । କିନ୍ତୁ ପୁଅ-ଝିଅଙ୍କ ସ୍ୱରରୁ ଏହା ବାବୁସାନ୍ ଓ ପ୍ରକୃତିଙ୍କ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଯାହାକୁ ନେଇ ପୁଣି ଏକ ବିବାଦ ସୃଷ୍ଟି ହୋଇଛି। ତେବେ ପତି-ପତ୍ନୀ ଓ ପ୍ରକୃତି’ ହାଇଡ୍ରାମାକୁ ନେଇ କିଛି ସ୍ପଷ୍ଟୋକ୍ତି ରଖି ନାହାନ୍ତି ବାବୁସାନ୍ । ସେ କହିଛନ୍ତି, ପ୍ରଥମେ ପୁଲିସର ଜେରା ସରୁ । ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେବେ ବୋଲି ଜଣାପଡିଛି।
Prev Post