ସୋର ଉପ କାରାଗାରରୁ କଏଦି ଖସିଯିବା ଘଟଣା; ସବ୍ଜେଲର ପ୍ରିୟମ୍ବଦା ପଣ୍ଡା ନିଲମ୍ୱିତ By Darshana On Sep 4, 2022 751 0 ସୋର ୦୪/୦୯: ସୋର ଉପକାରାଗାର ସବ୍ଜେଲର୍ ପ୍ରିୟମ୍ବଦl ପଣ୍ଡାଙ୍କୁ ନିଲମ୍ବିନ କରାଯାଇଛି। ତାଙ୍କ ଜାଗାରେ ନୂଆ ସବ ଜେଲର ବୈଲୋଚନ ଦାସଙ୍କୁ ନିଯୁକ୍ତି ଦିଆଯାଇଛି। ସେପ୍ଟେମ୍ୱର ୧ରେ ସୋର ସବ ଜେଲରୁ କଏଦୀ ଘନ ସିଂହ ଖସିଯିବା ଘଟଣାରେ ସବଜେଲର ପ୍ରିୟମ୍ବଦl ପଣ୍ଡାଙ୍କୁ ପୋଲିସ ଡିଜି ନିଲମ୍ବିତ କରିଛନ୍ତି। 0 751 Share