ଭୁବନେଶ୍ୱର, ୨୮/୦୫: କେନ୍ଦ୍ରୀୟ ଡେପୁଟେସନରେ ଯିବେ ୨୦୦୫ ଓଡ଼ିଶା କ୍ୟାଡ଼ର ଆଇଏଏସ ଅଫିସର ଭିନୀଲ କ୍ରୀଷ୍ଣା। କେନ୍ଦ୍ର କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି। ଓଡିଶାକୁ ଦେଶର ପ୍ରମୁଖ କ୍ରୀଡ଼ା ହବ ସ୍ଥାପନରେ ରହିବ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ। ଏହି ଦାୟିତ୍ବରେ ବର୍ତ୍ତମାନ ୫ ବର୍ଷ ଯାଏଁ ରହିବେ ଭିନୀଲ କ୍ରୀଷ୍ଣା।
ପୂର୍ବରୁ ଭିନୀଲ କ୍ରୀଷ୍ଣା ଓଡ଼ିଶାର କ୍ରୀଡ଼ା ସଚିବ ଓ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ।