ଆଇଏଏସ ସ୍ତରରେ ବଡ଼ ଅଦଳବଦଳ

ଚଞ୍ଚଲ ରାଣା ହେଲେ ବିଏମସି କମିଶନର

ବିଭିନ୍ନ ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତ

ଭୁବନେଶ୍ୱର, ୨୨/୦୭: ରାଜ୍ୟରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁସାରେ, ଚଞ୍ଚଲ ରାଣାଙ୍କୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC)ର କମିଶନର ଭାବରେ ନିଯୁକ୍ତ କରାଯାଇଛି। ସେହିପରି, ବରିଷ୍ଠ IAS ଅଧିକାରୀ ରୂପା ରୋଶନ ସାହୁଙ୍କୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ ସଚିବ ଭାବରେ ନିଯୁକ୍ତ କରାଯାଇଛି।

ନିମ୍ନରେ ପ୍ରଦତ୍ତ ଅଧିକାରୀଙ୍କ ବଦଳି ତାଲିକା:-