ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ପୋଲିସ ଛାଉଣୀ

ଏଜି ଛକରୁ ଗଭର୍ଣ୍ଣର ହାଉସ୍ ରାସ୍ତା ସିଲ୍

ଭୁବନେଶ୍ୱର, ୨/୮: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଏଡାଇବାକୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ପୋଲିସ ଛାଉଣୀ ହୋଇଛନ୍ତି। ଏହା ସହ ରାଜଭବନ ପାଖ ରାସ୍ତା ମଧ୍ୟ ରାସ୍ତା ସିଲ୍ ହୋଇଛି। ଏଜି ଛକରୁ ଗଭର୍ଣ୍ଣର ହାଉସ୍ ରାସ୍ତା ସିଲ୍ କରାଯାଇଛି।

ଅଧିକ ପଢନ୍ତୁ:ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା