ବାଲେଶ୍ବରରେ କର୍ଫ୍ୟୁ ମିଛ ଖବର: ଏସ୍ପି ‘ଏକ୍ସ’ରେ ସୂଚନା ଦେଲେ ବାଲେଶ୍ୱର ଏସ୍ପି By Darshana On Oct 7, 2025 89 0 ବାଲେଶ୍ଵର, ୭/୧୦: ବାଲେଶ୍ୱରରେ କର୍ଫ୍ୟୁ ନେଇ ପ୍ରଚାରିତ ହେଉଥିବା ଖବର ମିଛ। ‘ଏକ୍ସ’ ଜରିଆରେ ସୂଚନା ଦେଲେ ବାଲେଶ୍ୱର ଏସ୍ପି। କିଛି ଗଣମାଧ୍ୟମରେ ରାତ୍ରକାଳୀନ କର୍ଫ୍ୟୁ ଲାଗିଥିବା ନେଇ ଖବର ପ୍ରକାଶିତ ହୋଇଛି। କେବଳ ରାତିରେ ଦୋକାନ ଖୋଲା ନ ରଖିବାକୁ ନିର୍ଦ୍ଦେଶ ରହିଛି। 0 89 Share