ଲାଞ୍ଚୁଆ ASIଙ୍କୁ ଧରିଲା ଭିଜିଲାନ୍ସ

ଲାଞ୍ଚ ଟଙ୍କା ଜବତ

ଯାଜପୁର, ୦୮/୧୨: ଭିଜିଲାନ୍ସ ଜାଲରେ ଏସଆଇ। ଯାଜପୁର ଟାଉନ ଥାନା ପରିସରରୁ ଧରାପଡିଲେ ଲାଞ୍ଚୁଆ ASI। ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ। ଲାଞ୍ଚ ଟଙ୍କା ସହ ASI ନନ୍ଦକିଶୋର ଦାସଙ୍କୁ ଧରିଛି ଭିଜିଲାନ୍ସ।

ଜମିଜମା ବିବାଦ ସପକ୍ଷରେ ରିପୋର୍ଟ ଦେବାକୁ ନେଉଥିଲେ ୫ ହଜାର ଲାଞ୍ଚ। ପୂର୍ବ ସୂଚନା ମୁତାବକ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍‌ ମାଡ଼ି ବସିଲେ।