ଦଶପଲ୍ଲା, ୧୨/୦୨: ଦଶପଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଦୁଇ ଛାତ୍ର ମଦ୍ଯପାନ କରି ଆସିବା ଘଟଣା ବେଶ୍ ଆଲୋଡନ ସୃଷ୍ଟି କରିଛି। ପ୍ରାର୍ଥନା ସମୟରେ ଜଣେ ଛାତ୍ର ବେହୋଶ ହେବା ପରେ ଘଟଣା ଜଣାପଡିଥିଲା। ଛାତ୍ର ମଦ୍ଯପାନ କରିଥିବାର ସ୍ୱୀକାର କରିବା ପରେ ବିଦ୍ୟାଳୟ ପକ୍ଷରୁ ଅଭିଭାବକଙ୍କୁ ଅବଗତ କରାଯାଇଥିଲା। ସେମାନେ ବିଦ୍ୟାଳୟରେ ପହଞ୍ଚି ଉଦବେଗ ପ୍ରକାଶ କରିଛନ୍ତି | ଉଭୟେ ସପ୍ତମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି |
Prev Post