ଭଞ୍ଜନଗର, ୧୨/୦୧: : ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର। ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀଙ୍କୁ ଧରିଲା ଭିଜିଲାନ୍ସ। ୪୦ ହଜାର ଟଙ୍କା ଫାଇନ୍ ନେଇ ୩୦ ହଜାରର ରସିଦ୍ କାଟି ଭିଜିଲାନ୍ସ ହାତରେ ଧରାପଡ଼ିଲେ।
ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ୪୦ ହଜାର ଫାଇନ୍ କାଟିଥିଲେ। ୪୦ ହଜାର ଟଙ୍କା ଫାଇନ୍ ନେବା ସତ୍ତ୍ବେ ୩୦ ହଜାରର ରସିଦ୍ କାଟିଥିଲେ।
ଏହା ମାମଲାରେ ଆଉ ୩ RIଙ୍କୁ ଉଠାଇ ନେଲା ବ୍ରହ୍ମପୁର ଭିଜିଲାନ୍ସ। ଅଧିକ ଜେରା ପାଇଁ ଗୋବରା, ପାଇଲିପଡ଼ା ଓ ବେଲଗୁଣ୍ଠା RIଙ୍କୁ ଉଠାଇ ନେଲା।