ଭୋଇ ନଗରରେ ଜବରଦଖଲ ଉଚ୍ଛେଦ ଅଭିଯାନ

ବିନା ପୋଲିସ୍ ଫୋର୍ସରେ ଉଚ୍ଛେଦ ପ୍ରକ୍ରିୟା ସମ୍ପନ୍ନ

ଭୁବନେଶ୍ୱର, ୨୧/୦୨: ଆଜି ଭୁବନେଶ୍ୱରର ଭୋଇ ନଗରର ପ୍ଲଟ ନମ୍ବର -୬୩୫(p) ଏବଂ ୫୭୫(p) ରେ ଜବରଦଖଲ ଉଚ୍ଛେଦ ହୋଇଛି। ଉଚ୍ଛେଦ ଅଭିଯାନ ସମୟରେ ୨ଟି ଆଜବେଷ୍ଟସ ସେଡ୍, ୨ଟି କାଠ କ୍ୟାବିନ ଏବଂ ୨ଟିଟି ନୂତନ ନିର୍ମାଣ ଭଙ୍ଗାଯାଇଛି। ପୋଲିସ ଫୋର୍ସ ବିନା ଆଂଶିକ ଭାବରେ ଉଚ୍ଛେଦ କରାଯାଇଥିଲା।