କଠୋର ହେଲେ ନିର୍ବାଚନ କମିଶନ, ଅଭିଯୋଗ ଆସିବାର ୧୦୦ ମିନିଟ୍ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୋଟରମାନକୁ ଅର୍ଥ ଦେବା, ଭୋଟ ପାଇଁ ଧମକାଇବା, ସାଇଲେନସ ସମୟ ଭିତରେ ମିଟିଂ କରିବା, ଭୋଟ ଦେବା ସମୟରେ ଲୋକଙ୍କୁ ପ୍ରଭାବିତ କରିବ । ଏସବୁ ରାଜନୈତିକ ଦଳ ଓ କର୍ମୀ ଏଥିରୁ ଦୁରେଇ ରୁହନ୍ତି । ନଚେତ ନିୟମ ଅନୁସାରେ ଆକ୍ସନ ହେବ । ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଭିଯୋଗ କରିଛନ୍ତି ।

ଏଭଳି ଅଭିଯୋଗ ଆସିବା ପରେ ୧୦୦ ମିନିଟ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମୋବାଇଲ ଭିଡ଼ି ଓ ପ୍ରମାଣ ରୂପେ ନିଆଯିବ। କୌଣସି ଦଳ ବା କର୍ମୀ ବେଆଇନ କାର୍ଯ୍ୟ କରୁଥିଲେ ଲୋକମାନେ ସି-ଭିଜିଲ ଆପ ମାଧ୍ୟମରେ ଅଭିଯୋଗ କରିପାରିବେ । ବର୍ତ୍ତମାନ ସୁଦ୍ଧା ସି-ଭିଜିଲ ଆପ ଜରିଆରେ ୬ଟି ଅଭିଯୋଗ ଆସିଛି ।

ବର୍ତ୍ତମାନ ସୁଧା ୧୦୨ଅଭିଯୋଗ ଆସିଛି । ୨୧୬ ଲୋକଙ୍କୁ ଗିରଫ କରାଯାଇଛି । କଠୋର ହେଲେ ନିର୍ବାଚନ କମିଶନ । ସିଇଓ ଵିରୋଧରେ ଆସିଥିବା କନଫ୍ଲି କଟ ଅଫ ଇଂଣ୍ଟରରେଷ୍ଟ ଅଭିଯୋଗର ଜବାବ ରଖିଲେ । ନିର୍ବାଚନ କମିଶନ ଯାହା ପଦକ୍ଷେପ ନେବେ । ରାଜନୈତିକ ଦଳ, କର୍ମୀ ଓ ପ୍ରାର୍ଥୀଙ୍କୁ ଚେତବନୀ ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ ।