କୋଲକାତା, ୦୪/୦୫: ପଶ୍ଚିମବଙ୍ଗର ୨୯୩ଟି ଆସନରେ ଭୋଟ ଗଣତି ଜାରି ରହିଛି। ଖବର ଲେଖା ହେବା ବେଳକୁ ପ୍ରାରମ୍ଭିକ ଟ୍ରେଣ୍ଡିଂ ଅନୁସାରେ ପଶ୍ଚିମବଙ୍ଗରେ ବିଜେପି ଆଗୁଆ ରହିଛି। ବିଜେପି ୧୩୭ଟି ଆସନରେ ଆଗୁଆ ଥିବା ବେଳେ ଟିଏମସି ୧୨୪ଟି ଆସନରେ ଆଗୁଆ ରହିଛି। କିନ୍ତୁ କଂଗ୍ରେସ ୨ଟି ଆସନରେ ବସିଥିବା ବେଳେ ବାମପନ୍ଥୀ ଦଳ ମାତ୍ର ଗୋଟିଏ ଖାତା ଖୋଲିଛି। ଅନ୍ୟାନ୍ୟ ଦଳ ୩ଟି ଆସନରେ ଖାତା ଖୋଲିଛନ୍ତି।
Next Post