ବଦଳିଲେ ଦଶପଲ୍ଲା ବିଇଓ

ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ଦଶପଲ୍ଲା, ୨୫/୦୫: ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ଶଲକଂର ବଦଳି ହୋଇଛି। ଶ୍ରା ଶଲଂକର ବିଇଓ, ଦଶମନ୍ତପୁର କୋରାପୁଟକୁ ବଦଳି ହୋଇଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ଅର୍ଡର ନମ୍ବର ୧୩୨୩୮ ତା ୨୫/୦୫/୨୦୨୬ ରୁ ଜଣାପଡିଛି। ସମୁଦାୟ ୬୭ଜଣ ବିଇଓ ଓ ବରିଷ୍ଠ ପ୍ରଧାନଶିକ୍ଷକଙ୍କ ବଦଳି ଓ ପ୍ରମୋସନ ତାଲିକା ପ୍ରକାଶ ପାଇଥିବା ଜଣାପଡିଛି।