ଭୁବନେଶ୍ୱର, ୨୮/୦୫: ୨ ବରିଷ୍ଠ IPSଙ୍କୁ ବଡ଼ ଦାୟିତ୍ବ ଦେଲେ ରାଜ୍ୟ ସରକାର। ଅଖିଳେଶ୍ବର ସିଂଙ୍କୁ ଦକ୍ଷିଣ ପଶ୍ଚିମାଞ୍ଚଳ DIG ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପୂର୍ବ ଦାୟିତ୍ବ SIW ଡିଆଇଜି ସହ ଅଖିଳେଶ୍ବରଙ୍କୁ ଅତିରିକ୍ତ ଦାୟିତ୍ବ ନ୍ୟସ୍ତ କରିଛନ୍ତି ସରକାର। କନୱର ବିଶାଲ ସିଂଙ୍କର ବଦଳି ହୋଇଛି। ତାଙ୍କୁ STF ଡିଆଇଜି ଦାୟିତ୍ବ ମିଳିଛି।
