୩୩ ଲକ୍ଷ ସରକାରୀ ଅର୍ଥ ଆତ୍ମସାତ

ପୂର୍ବତନ ସମବାୟ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ଅନୁଗୁଳ, ୩୦/୦୫: ୩୩ ଲକ୍ଷ ସରକାରୀ ଅର୍ଥ ଆତ୍ମସାତ୍‌ କରିବା ଅଭିଯୋଗରେ ପୂର୍ବତନ ସମବାୟ ସମ୍ପାଦକ ଗିରଫ ହୋଇଛନ୍ତି। ୩୩.୮୦ ଲକ୍ଷ ହଡ଼ପ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।

ଗିରଫ ବ୍ୟକ୍ତି ହେଉଛନ୍ତି ବଅଁରପାଳ ସ୍ଥିତ AUCCB ଅଧୀନସ୍ଥ SCSର ପୂର୍ବତନ ସମ୍ପାଦକ ପତିତପାବନ ମାଝୀ। ୨୦୧୭-୧୮ରେ ସରକାରୀ ଅର୍ଥକୁ ନିଜ ଆକାଉଣ୍ଟକୁ ଡାଇଭର୍ଟ କରିଥିଲେ।